ଦୋଳ ଯାତ୍ରା | DOLA JATRA | AN ARJUN SAMANTA RAY FILM|

There is a lot to be said but there is no end to it. Still, this is my attempt to search for myself in this celeration of Dola Purnima. Looking back at the days when grandpa carried me on his…

ଦୋଳ ଯାତ୍ରା | DOLA JATRA | AN ARJUN SAMANTA RAY FILM|

Source

0
(0)

There is a lot to be said but there is no end to it. Still, this is my attempt to search for myself in this celeration of Dola Purnima. Looking back at the days when grandpa carried me on his shoulders so I could see the Dola Jatra. Sitting on his shoulders I would playfully smear the gods with colour. He would get me a lot of toys made of mud. That time is no more.

I am grown up now, and the Dola Jatra that I see now is very very different from the days back then. I see my dreams in this film and it has taken a long time to get this far ; I wanted to do everything to make it as good as possible. Sleeping in dark corners, exhausted from chasing the bright Bimanas was a blessing in disguise.
In the month of Phaguna, when mangos are yet to ripen, my grandma said “Wait until the gods have eaten, you can have your food then.” We would wait for the gods to come. Although years have passed, I still await for the gods that night. Dola Jatra is not just a tradition or culture, far more. A lot has changed. Naga, Ghoda Nacha, Ramadoli and the sparkling sky of those times is still a dream. Many people go like me – to spend one night in a dream. To forget the exhaustion of an entire year and relax the mind, to get some more ‘life’. I am no different.
……………………………………………..

କହିବାକୁ ବହୁତ ଅଛି ହେଲେ କହିଦେଲେ ସରିଯିବ ତଥାବି କହିବାକୁ ଗଲେ ଦୋଳ ପୂର୍ଣ୍ଣିମା ରେ ମୁଁ ନିଜକୁ ଖୋଜିବାରେ ଚେଷ୍ଟା କରିଛି ପିଲା ବେଳେ ଯେବେ ମୋ ଅଜା ମତେ ତାଙ୍କ କାନ୍ଧରେ ନେଇ ଦୋଳ ଦେଖାଇବାକୁ ଆମ ଘର ଠାରୁ ମେଳଣ ପଡିଆ ଯାଇଁ ଚାଲି ଚାଲି ନେଇ ଯାଉଥିଲେ ମୁଁ ତାଙ୍କ କାନ୍ଧରେ ବସି ହିଁ ଦିଅଁ ମାନଙ୍କୁ ଅବିର ଦେଉ ଥିଲି | କି କି ପ୍ରକାର ଖେଳଣା, ମାଟି ଖେଳଣା ନେଇ ଆସୁଥିଲି ସାଙ୍ଗରେ ସେସବୁ ସମୟ ସହ ବଦଳି ଗଲା…
ଏବେ ମୁଁ ବଡ଼ ହେଇ ଗଲିଣି ଯେମିତି ଦୋଳ ଯାତ୍ରା ମୁଁ ଦେଖିଥିଲି ତା ଠାରୁ ଏବେର ଦୋଳ ଯାତ୍ରା ବହୁତ ଭିନ୍ନ…
ମୁଁ ଏ ଫିଲ୍ମ ରେ ନିଜର ସ୍ୱପ୍ନ ଦେଖିଛି ତିଆରି କରିବାରେ ଗୁଡ଼ାଏ ସମୟ ଲାଗିଚି ଯେହେତୁ ମୁଁ ଚାହୁଁ ଥିଲି ମୁଁ ଯଥା ସମ୍ଭବ ମୁଁ ମୋର ଶ୍ରେଷ୍ଠ କାମ କରିବା ପାଇଁ ଚେଷ୍ଟା କରିବି | ଅନିଦ୍ରା ହେଇ କୋଉଠି କେମିତି ଶୋଇ ଯାଇଚି, ଅନ୍ଧାର ରେ ଦୋଳ ପଛେ ଗୋଡାଇ ଗୋଡାଇ ଯାହା ଅବସ୍ତା ସେସବୁ ମୋ ପାଇଁ ସମ୍ପୂର୍ଣ୍ଣ ଆଶୀର୍ବାଦ.

ଫଗୁଣ ମାସ ବେଳକୁ ଆମ୍ବ ଗଛ ରେ କଷି ଧରିଯାଇଥାଏ | ବୁଢ଼ି ମା କୁହେ ଆଗେ ଦିଅଁ ଖାଇ ସାରନ୍ତୁ, ତା ପରେ ତୁ ଖାଇବୁ | ମୋର ଅପେକ୍ଷା ରୁହେ ଦିଅଁ କେବେ ଆସିବେ………..
ଏବେ ମୁଁ ବଡ଼ ହେଇଗଲାଣି | ମୋର ଏବେ ଭି ସେଇ ରାତି କୁ ଅପେକ୍ଷା ରହୁଚି | ଓଡ଼ିଆ ପରବ ରେ ଦୋଳ ଯାତ୍ରା ର କେବଳ ପାରମ୍ପରିକ ଓ ସାଂସ୍କୃତିକ ନୂହେଁ | ସମୟ ସହିତ ବହୁତ କିଛି ବଦଳିଛି, ନାଗା, ଘୋଡାନାଚ ସାଙ୍ଗକୁ ରାମଦୋଳି ସହ ସେଦିନ ରାତିର ଆକାଶ | ସେଇଟା ଗୋଟେ ସ୍ଵପ୍ନ | ମୋ ପରି ବହୁତ୍ ଲୋକ ଯାନ୍ତି କେବଳ ଗୋଟେ ରାତି ର ସ୍ଵପ୍ନ କୁ ବଞ୍ଚିବା ପାଇଁ | ଯୋଉଠି ବର୍ଷ ଯାକ ର ଥକା ଦେହ ଆଉ ମନ କୁ ଆଶ୍ୱସ ମିଳେ ଆଉ କିଛି ଦିନ ବଞ୍ଚିବାକୁ | ମୁଁ ଭି ବଞ୍ଚିଯାଏ କିଛି ସମୟ ପାଇଁ ନିଜକୁ ହଜେଇ.

Team
Cinematography-Editing-Direction: Arjun Samanta Ray
Camera-Asst-Cinematographer: Prangya Parimita Pradhan-Nachiketa Mallick-Arjun Samanta Ray.
Music:Parag Behera.
Special Thanks:Sebayats of Sri Jagannatha Temple-Sri Lingaraj Temple-Sri Paschimasambhu Temple-Villagers of Harirajpura-Sagar Sarangi-Mahua Maharana-Prateek Pattanaik-Laxmidhara Mahapatra-John Emigh-Ashish Sarangi-Debasis Sarangi-Taranisen Pattanaik.
Cast: Sagar Sarangi-Mahua Maharana.

connect with me for enquiry
Email – arjunray719@gmail.com
instagram – https://instagram.com/un_certain_regards?igshid=1sm5m6zjf63m
Twitterhttps://twitter.com/SamantarayArjun?s=09

#dolajatra,#dolapurnima,#ଦୋଳଯାତ୍ରା,

0 / 5. 0

Leave a Reply

Your email address will not be published. Required fields are marked *